25.8 C
Bhubaneswar
Saturday, July 27, 2024
Homeଓଡିଶାସୂର୍ଯ୍ୟ ନାରାୟଣ ମନ୍ଦିର ପ୍ରତିଷ୍ଠାତା ଉତ୍ସବ

ସୂର୍ଯ୍ୟ ନାରାୟଣ ମନ୍ଦିର ପ୍ରତିଷ୍ଠାତା ଉତ୍ସବ

ଯାଜପୁର : ଯାଜପୁର ଜିଲ୍ଲାର ର ବ୍ୟାସନଗର ପୌରପରିଷଦ ପଦ୍ମପୁର ଠାରେ ପ୍ରତିଷ୍ଠିତ ସୂର୍ଯ୍ୟ ନାରାୟଣ ମନ୍ଦିର 9ମ ବାର୍ଷିକ ମହାସମାହର ଅନୁଷ୍ଠିତ ହୋଇଯାଇଛି l ସୂର୍ଯ୍ୟ ସକଳ ଶକ୍ତି ର ଆଧାର ସୂର୍ଯ୍ୟ ପୂଜା ଆଦିମ କାଳ ରୁ ହୋଇ ଆସୁ ଅଛି ହିନ୍ଦୁ ଧର୍ମ ରେ ସାନ୍ନ କରି ସୂର୍ଯ୍ୟ ଙ୍କୁ ଅର୍ଗ ଦେଇ ନମସ୍କାର କରାଯାଏ l ବିହାରୀ ସମ୍ପଦାୟ ସୂର୍ଯ୍ୟ ହେଉଛନ୍ତି ଇଷ୍ଟ ଦେବତା ଯାଜପୁର ରୋଡ ସହର ରେ ଛlଟ ପୂଜା ପାଇଁ ସର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରା ଯାଇଛି ଏହି ମନ୍ଦିର ବୁଧ ବାରେ ବାର୍ଷିକ ଉତ୍ସବ ପାଳନ ଅବସରରେ ସୂର୍ଯ୍ୟ ଦେବ ଙ୍କୁ ପ୍ରାତଃ କାଳରୁ ମହା ସାନ୍ନ ବଡ଼ସିଂହାର ଷୋଡଚ ଉପଚାର ପୂଜା ଯଜ୍ଞ ପ୍ରଭୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ବେଦ ମନ୍ତ୍ର ଓ ଭଂଜନ କ୍ରୀତନ ରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରି ଥିଲା l ସହ ଶ୍ରଦ୍ଧାଳୁ ସୂର୍ଯ୍ୟ ଦେଵ ଙ୍କୁ ପୂଜା ଅର୍ଜନl କରି ଆଶିଷ ମାଗିଥିଲେ ପ୍ରସାଦ ସେବନ କରି ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking