24.1 C
Bhubaneswar
Sunday, December 8, 2024
Homeଦେଶ ବିଦେଶଏମୟୁ ପାଇଁ ସୁପ୍ରିମକୋର୍ଟଙ୍କ ଶୁଣାଣୀ

ଏମୟୁ ପାଇଁ ସୁପ୍ରିମକୋର୍ଟଙ୍କ ଶୁଣାଣୀ

ବ୍ୟୁରୋ : ଏମୟୁ  ବିଶ୍ୱବିଦ୍ୟାଳୟର ସଂଖ୍ୟାଲଘୁ  ଷ୍ଟାଟସ ଉପରେ ସୁପ୍ରିମ ଫଇସଲା କରିଛନ୍ତି ।  ଶୁକ୍ରାବାର ମାମଲାର ଶୁଣାଣି କରିଛନ୍ତି ।  ଏନେଇ ସୁପ୍ରିମକୋର୍ଟ ସଂଖ୍ୟାଲଘୁ ଷ୍ଟାଟସକୁ  ବୈଧ ରଖିଛନ୍ତି । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ  ୭ଜଣିଆ ଖଣ୍ଡପୀଠ ମାମଲାରେ  ୪-୩ ବହୁମତରେ ରାୟ ଦେଇଛନ୍ତି । ଏଥିରେ ସିଜେଆଇ ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ଜେ,ବି ପରଦିଓ୍ବାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରା ଏଏମୟୁକୁ ସଂଖ୍ୟାଲଘୁ ସପକ୍ଷରେ ରାୟ ଶୁଣାଇଥିଲେ । ହେଲେ ଜଷ୍ଟିସ୍ ସୂର‌୍ୟ୍ୟକାନ୍ତ, ଜଷ୍ଟିସ୍ ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ୍ ସତିଶ ଚନ୍ଦ୍ର ଶର୍ମା ଏହାକୁ ଅସହମତି ପ୍ରକାଶ କରିଥିଲେ । ତେବେ ଆଗାମୀ ଶୁଣାଣୀ ନୂଆ ପ୍ରଧାନବିଚାପତିଙ୍କ ଖଣ୍ଡପୀଠ ଦ୍ୱାରା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking