30.1 C
Bhubaneswar
Saturday, May 18, 2024
Homeଓଡିଶାସୁନାବେଶ : କେଉଁଠି କରିବେ ପାର୍କିଂ ? ପ୍ରେସମିଟରେ ଏଡିଜି ଅମିତାଭ ଠାକୁରଙ୍କ ସୂଚନା

ସୁନାବେଶ : କେଉଁଠି କରିବେ ପାର୍କିଂ ? ପ୍ରେସମିଟରେ ଏଡିଜି ଅମିତାଭ ଠାକୁରଙ୍କ ସୂଚନା

ପୁରୀ: ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ପାଇଁ ପୁରୀରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଅପରାହ୍ନ ୩ ଟାରୁ ସୁନାବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ସେଥିପାଇଁ ଚାରିଆଡୁ ପୁରୀକୁ ଭକ୍ତଙ୍କ ସୁଅ ଛୁଟିଛି । ପ୍ରବଳ ଭିଡ ଆଶଙ୍କା କରି ଟ୍ରାଫିକ୍ ବ୍ୟବସ୍ଥା କଡାକଡି କରାଯାଇଛି । ଯାତ୍ରୀମାନେ କେଉଁ ବାଟ ଦେଇ ବଡ଼ଦାଣ୍ଡକୁ ଯିବେ ଏବଂ କେଉଁଠି ସେମାନଙ୍କର ବାଇକ୍, କାର, ବସ ପାର୍କ କରିବେ ସେନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଡିଜି ଅମିତାଭ ଠାକୁର । ଭିଡ଼ ନିୟନ୍ତ୍ରଣ ପାଇଁ ମେଡିକାଲ ଛକରୁ ବଡ଼ଦାଣ୍ଡ ଯାଏ ସମସ୍ତ ରାସ୍ତାକୁ କୌଣସି ଗାଡି ନ ଛାଡିବାକୁ ନିଷ୍ପତ୍ତି ନିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking