27.7 C
Bhubaneswar
Friday, May 15, 2026
Homeଓଡିଶାଆତ୍ମହତ୍ୟା ଚିନ୍ତା: ବସିଲା ବୈଠକ

ଆତ୍ମହତ୍ୟା ଚିନ୍ତା: ବସିଲା ବୈଠକ

ଭୁବନେଶ୍ୱର: ଆତ୍ମହତ୍ୟା ରୋକିବାକୁ ଲୋକସେବା ଭବନରେ ବଡ ବୈଠକ ବସିଛି ।ଉଚ୍ଚଶିକ୍ଷା ମନ୍ତ୍ରୀ ସୂଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ବୈଠକରେ ମୁଖ୍ୟ ଶାସନ ସଚିବ , ଡିଜିପି, ଉଚ୍ଚଶିକ୍ଷା ବିଭାଗ ସଚିବ ଉପସ୍ଥିତ ଅଛନ୍ତି । ପ୍ରତି ଜିଲ୍ଲାରେ  କରାଯିବ ଜୀବନ ଜିନ୍ଦାବାଦ କାଯ୍ୟକ୍ରମ । ସେପ୍ଟେମ୍ବର ୧୦ ତାରିଖରୁ ଆରମ୍ଭ  ହେବ । ରାଜ୍ୟରେ ବଢିଚାଲିଛି ଆତ୍ମହତ୍ୟା । ମହିଳା ହୁଅନ୍ତୁ କି ପୁରୁଷ କିଛି ନଭାବି ଆତ୍ମହତ୍ୟା କରିବାକୁ ପଛଉନାହାନ୍ତି । ଏଥିରେ କଲେଜ, ସ୍କୁଲ ଛାତ୍ରଛାତ୍ରୀ ଓ ଯୁବବର୍ଗ ସାମିଲ ହେବେ । ୭୦ରୁ ଅଧିକ କଳାକାର ଏଥିରେ ସାମିଲ ହେବେ । ମହିଳା ଶିଶୁ ବିକାଶ ବିଭାଗ, ଗୃହ ଓ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking