29.1 C
Bhubaneswar
Wednesday, May 22, 2024
Homeଓଡିଶାହଠାତ୍ ଖୋଲିଲା ଗେଟ; ଭାସିଗଲେ ୨ ଜଣ

ହଠାତ୍ ଖୋଲିଲା ଗେଟ; ଭାସିଗଲେ ୨ ଜଣ

ଆନନ୍ଦପୁର: ବିନା ସୂଚନାରେ ଗେଟ ଖୋଲିବାରୁ ଭାସିଗଲେ ୨ ଯୁବକ । ବୈତରଣୀ ନଦୀ ସିଙ୍ଗିନାଳି ପାୱାର ପ୍ରୋଜେକ୍ଟ ଗେଟ ଖୋଲିବାରୁ ଅଘଟଣ ଘଟିଯାଇଛି । ବିନା ପୂର୍ବ ସୂଚନାରେ ଆଜି ନଦୀର ଗେଟ ଖୋଲି ଦେଇଥିଲେ କର୍ତ୍ତୃପକ୍ଷ । ନଦୀରେ ଗାଧୋଉଥିବା କାଦବହାଳି ଗାଁର ୨ ଯୁବକ ପାଣିିରେ ଭାସି ଯାଇଥିଲେ । ଜଣେ ଗଛରେ ଚଢି ଯାଇଥିଲେ ଓ ଅନ୍ୟ ଜଣଙ୍କୁ ଲୋକେ ଉଦ୍ଧାର କରିଥିଲେ । ଲୋକେ ଉଦ୍ଧାର କରିଥିବା ଯୁବକ ଗୁରୁତର ଥିବା ବେଳେ ସେ ଆନନ୍ଦପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking