39.1 C
Bhubaneswar
Wednesday, September 16, 2026
Homeଓଡିଶାପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ

ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ

ଭୁବନେଶ୍ୱର: ଆସନ୍ତାକାଲି ସୁଭଦ୍ରା ଯୋଜନାକୁ ୨ ବର୍ଷ ପୂରିବ । ଏହାକୁ ଭବ୍ୟ ଏବଂ ଦିବ୍ୟ ଢଙ୍ଗରେ ପାଳନ କରାଯିବ । ଘରେ ଘରେ ଦୀପ ଜାଳିବା ପାଇଁ ଆହ୍ୱାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଜିଲ୍ଲା ସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ସେଣ୍ଟ୍ରାଲ ପ୍ରୋଜେକ୍ଟ ଅଙ୍ଗନୱାଡି ଅଫିସରେ ରଙ୍ଗୋଲି କାର୍ଯ୍ୟକ୍ରମ କରାଯିବ । ୩୩୮ ଜାଗାରେ ପ୍ରତିଯୋଗୀତା ଏବଂ ସେଲିବ୍ରେସନ କରାଯିବ । ୨୦୨୪ ସେପ୍ଟେମ୍ବର ୧୭ ତାରିଖରେ ଆରମ୍ଭ ହୋଇଥିଲା ସୁଭଦ୍ରା ଯୋଜନା । ୨ ବର୍ଷରେ ୨୫ ହଜାର ୮ ଶହ କୋଟି ହିତାଧିକାରୀଙ୍କୁ ଦିଆଯାଇଛି ୧ କୋଟି ୩ ଲକ୍ଷ ମହିଳା ଏହାର ଲାଭ ପାଇଛନ୍ତି । ଆସନ୍ତା ବର୍ଷ ଏପ୍ରିଲ ୧ରୁ ମାସେ ପାଇଁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ । ନୂଆ ଆବେଦନକାରୀ ପଞ୍ଜିକୃତ କରିପାରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking