23.1 C
Bhubaneswar
Wednesday, January 15, 2025
Homeଓଡିଶାନିଜର ହକ ପାଇଁ ରାସ୍ତା ରେ ଚାଲି ଚାଲି ଆସି ଜିଲା ପ୍ରଶାସନ କୁ ଦାବିପତ୍ର...

ନିଜର ହକ ପାଇଁ ରାସ୍ତା ରେ ଚାଲି ଚାଲି ଆସି ଜିଲା ପ୍ରଶାସନ କୁ ଦାବିପତ୍ର ଦେଲେ ଛାତ୍ରୀ

ଯାଜପୁର : ନିଜର ହକ ପାଇଁ ରାସ୍ତା ରେ ଚାଲି ଚାଲି ଆସି ଜିଲା ପ୍ରଶାସନ କୁ ଦାବିପତ୍ର ଦେଲେ ଛାତ୍ରୀ। ଯାଜପୁର ରାମବାଗ ସ୍ଥିତ ମହିଳା ଡିଗ୍ରୀ ମହାବିଦ୍ୟାଳୟ ର ଛାତ୍ରୀ ମାନେ ସରକାର ଙ୍କ ପକ୍ଷରୁ ଘୋଷଣା ହୋଇଥିବା ଛାତ୍ର ବୃତି ପାଇବା ରୁ ଵଂଚିତ ହୋଇଛନ୍ତି। ଏହାର ପ୍ରତିବାଦ ରେ ଶତାଧିକ ଛାତ୍ରୀ ବିଜେପି ଯୁବ ନେତା ପୁଲିନ ପୁହାଣ ଙ୍କ ନେତୃତ୍ୱରେ ଚାଲି ଚାଲି ଆସି ଯାଜପୁର ର ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଜିଲାର ସମସ୍ତ କଲେଜ ର ଛାତ୍ରଛାତ୍ରୀ ଏହି ବୃତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ କେଉଁ କାରଣରୁ ଏହି କଲେଜ ଵଂଚିତ ହୋଇଛି ବୋଲି ପ୍ରଶ୍ନ କରିଛି। ତୁରନ୍ତ ଏହାର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking