ଭୁବନେଶ୍ୱର: ବିଜେବି କଲେଜ ଛାତ୍ରଙ୍କୁ ଅଣଛାତ୍ର ମାଡ ମାରିବା ଘଟଣା । ଆକ୍ରମଣରେ ବ୍ୟବହୃତ ଛୁରି, ଷ୍ଟମ୍ଫ୍ ଓ ବାଇକ ମଧ୍ୟ ଜବତ କରାଯାଇଛି । ଗିରଫ ହୋଇଥିବା ସମସ୍ତ ଅଣଛାତ୍ର ମହିଷାଖାଲ ବସ୍ତି ଅଞ୍ଚଳର ବୋଲି ଜଣାପଡିଛି । କଲେଜ କ୍ୟାମ୍ପସରେ କ୍ରିକେଟ ଖେଳକୁ ନେଇ ଆକ୍ରମଣ କରିଥିଲେ ।୪ ଅଭିଯୁକ୍ତ ଅଣଛାତ୍ରଙ୍କୁ ଗୀରଫ କଲା ବଡଗଡ ଥାନା ପୋଲିସ ।