33.1 C
Bhubaneswar
Tuesday, July 15, 2025
Homeଓଡିଶାପୂର୍ଣ୍ଣ ଦରମା ଦାବିରେ ଆନ୍ଦୋଳନ କୁ ଓଲ୍ଲେଇଲେ ସଫେଇ କର୍ମଚାରୀ

ପୂର୍ଣ୍ଣ ଦରମା ଦାବିରେ ଆନ୍ଦୋଳନ କୁ ଓଲ୍ଲେଇଲେ ସଫେଇ କର୍ମଚାରୀ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ନିୟୋଜିତ ସଫେଇ କର୍ମଚାରୀ ମାନେ ପୂର୍ଣ ଦରମା, ଅନଲାଇନ ଦରମା ପ୍ରଦାନ ସହ ଇପିଏଫ କଟୁଥିବା ଟଂକା ପ୍ରଦାନ ଦାବି, ଠିକ ସମୟରେ ଦରମା ଦେବା କୁ ଦାବି କରି ଆଜି ଆନ୍ଦୋଳନ କୁ ଓଲ୍ଲେଇ ଥିବା ବେଳେ  ସେମାନଙ୍କୁ ନିୟୋଜିତ କରିଥିବା ଏଲ ଏଣ୍ଡ କେ ସଂସ୍ଥା ନିକଟରେ ଅଭିଯୋଗ କଲେ ମଧ୍ୟ ଆଜି କାଲି କହି ଦିନ ଗଡାଉ ଥିବା ନେଇ ଅଭିଯୋଗ ଆଣିଛନ୍ତି ସଫେଇ କର୍ମଚାରୀ । ଏଣୁ ଆଜି ସଫେଇ ଠିକା କର୍ମଚାରୀ ମାନେ ଆନ୍ଦୋଳନ ରେ ରହିବା ସହ ଏକ ଦାବିପତ୍ର କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଦେଇଥିବା ଜଣା ପଡ଼ିଛି । ସମସ୍ୟା ର ସମାଧାନ ନହେବା ପର୍ଯ୍ୟନ୍ତ କାର୍ଯ୍ୟ ରେ ଯୋଗ ଦେବେ ନାହିଁ ବୋଲି ସଫେଇ କର୍ମଚାରୀ ସଂଘ ଚେତାବନୀ ଦେଇଛି । ସଫେଇ କର୍ମଚାରୀ ଙ୍କ ଅସହଯୋଗ ଯୋଗୁ ଡାକ୍ତରଖାନା ରେ କୁଢ଼ କୁଢ଼ ମଇଳା ପଡିରହିଛି। ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking