32.1 C
Bhubaneswar
Thursday, April 10, 2025
Homeଓଡିଶାଆସୁଛି ଲଘୁଚାପ !

ଆସୁଛି ଲଘୁଚାପ !

ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗରରେ ଆସୁଛି ଲଘୁଚାପ । ମେ ୫ ପାଖାପାଖି ଲଘୁଚାପ କ୍ଷେତ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଅବପାତଟି ବାତ୍ୟାରେ ପରିଣତ ହେବ କି ନାହିଁ ଏବେ ଯାଏ ଏହା ସ୍ପଷ୍ଟ ହୋଇପାରିନାହିଁ । ବର୍ତ୍ତମାନ ଆକଳନ ଅନୁସାରେ ଏହା ଓଡିଶାକୁ ପ୍ରଭାବ ପକାଇବନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking