31.1 C
Bhubaneswar
Wednesday, April 29, 2026
Homeଓଡିଶାଫେରିପାଇଲେ ଚୋରି ମୋବାଇଲ

ଫେରିପାଇଲେ ଚୋରି ମୋବାଇଲ

ଭୁବନେଶ୍ୱର : ଉଦ୍ଧାର ପରେ ଲୋକଙ୍କୁ ଚୋରି ସୁନା, ମୋବାଇଲ, ବାଇକ ଓ କାର ଫେରାଇଲା କମିଶନରେଟ ପୋଲିସ୍। ୧୦୩ ଟି ଚୋରି ହୋଇଥିବା ମୋବାଇଲ ଫୋନ ମାଲିକଙ୍କୁ ଫେରାଇଛି କମିଶନରେଟ ପୋଲିସ।ଏଥି ସହ ୧୨ ଟି ସୁନା ଅଳଙ୍କାର,୧୨ ଟି ବାଇକ୍ ଓ ଗୋଟିଏ ଚୋରି ହେଇଥିବା ଇନୋଭା କାର କୁ ମଧ୍ୟ ମାଲିକଙ୍କୁ ଫେରାଇଛି ପୋଲିସ। ଚଳିତ ବର୍ଷ ଆରମ୍ଭରୁ ଏଯାଏଁ ରାଜଧାନୀରୁ ଚୋରି ହୋଇଥିବା ୧୧୫୩ ରୁ ଉର୍ଦ୍ଧ୍ବ ମୋବାଇଲ ଫୋନ୍ ଖୋଜି ଲୋକଙ୍କୁ ଫେରାଇ ସାରିଛି କମିଶନରେଟ ପୋଲିସ। ସେପଟେ ଚୋରି ହୋଇଥିବା ମୋବାଇଲ ଫେରି ପାଇ ଖୁସି ବ୍ୟକ୍ତ କରିଛନ୍ତି ଲୋକେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking