33.1 C
Bhubaneswar
Monday, May 20, 2024
Homeଓଡିଶାରାଜ୍ୟ ସରକାର ଜନ ବିରୋଧୀ: ସୋନୱାଲ

ରାଜ୍ୟ ସରକାର ଜନ ବିରୋଧୀ: ସୋନୱାଲ

ଭୁବନେଶ୍ୱର: ଓଡିଶା ସରକାର ଜନବିରୋଧୀ କହିଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ । ଓଡିଶାରେ ଆୟୁଷ୍ମାନ ଭାରତ ଲାଗୁ ନହେବା ନେଇ ସୋନୱାଲଙ୍କନ୍ନ୍‌ବ୍ୟ ରହିଛି । ଆୟୁଷ୍ମାନ ଭାରତ ଲାଗୁ ନକରିବା ଓଡିଶା ସରକାରଙ୍କ ଜନ ବିରୋଧୀ କାମ । ପ୍ରଧାନମନ୍ତ୍ରୀ ଦେଇଥିବା ସୁବିଧା ସବ୍‌କା ସାଥ୍ ସବ୍‌କା ବିକାଶ ଆଧାରିତ । ସେ କହିଛନ୍ତି, ଯଦି ରାଜ୍ୟ ସହଯୋଗ କରୁନାହିଁ ଏହାର ଅର୍ଥ ହେଉଛି ଓଡିଶା ସରକାର ଜନ ବିରୋଧୀ ।

ଅଂଚଳବାସୀ ଙ୍କୁ ଭେଟିଲେ ସମାଜସେବୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking