ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କୋରନା ସ୍ଥିତି ସୁଧୁରିବାକୁ ଲାଗିଛି । ଗତ ଦୁଇ ଦିନ ହେବ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ତଳକୁ ଖସିଛି । ଗତ ୨୪ ଘଣ୍ଟ। ମଧ୍ୟରେ ୬୬୮ ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୮୫ କ୍ୱାରେନଟରଇନରୁ ଚିହ୍ନଟ ହୋଇଥିବା ବେଳେ ୨୮୩ ଜଣ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି । ତେବେ ଖୋର୍ଦ୍ଧାରେ ସର୍ବାଧିକ ୫୬ ଜଣ ଆକ୍ରନ୍ତ ହୋଇଛନ୍ତି । ଏହାକୁ ମିଶାଇ ମୋଟ କୋରନା ଆକ୍ରନ୍ତଙ୍କ ସଂଖ୍ୟା ୩୪୬୨୯ ଥିବାବେଳେ ସୁସ୍ଥ ହୋଇଛନ୍ତି ୩୦୫୮୧୩ ଜଣ ଓ ୭୧୦୬ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।ଏ ନେଇ ସୂଚନା ଓ ଲୋକ ସଂମ୍ପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି ।
Covid-19 Report For 22nd November
New positive Cases: 668
In quarantine: 385
Local contacts: 283(Details of local contacts will be shared by concerned District Administration)
District Wise Cases:
1. Angul: 46
2. Balasore: 38
3. Bargarh: 18
4. Bhadrak: 15
5. Balangir: 28— I & PR Department, Odisha (@IPR_Odisha) November 23, 2020
6. Boudh: 7
7. Cuttack: 37
8. Deogarh: 2
9. Dhenkanal: 6
10. Gajapati: 4
11. Ganjam: 12
12. Jagatsinghpur: 25
13. Jajpur: 18
14. Jharsuguda: 23
15. Kalahandi: 11
16. Kandhamal: 3
17. Kendrapada: 21
18. Keonjhar: 38
19. Khurda: 56
20. Malkangiri: 8
21. Mayurbhanj: 50— I & PR Department, Odisha (@IPR_Odisha) November 23, 2020
22. Nawarangpur: 9
23. Nayagarh: 8
24. Nuapada: 68
25. Puri: 23
26. Rayagada: 2
27. Sambalpur: 25
28. Sundargarh: 55
29. State Pool: 12New recoveries: 905
Cumulative tested: 5604532
Positive: 314629
Recovered: 305813
Active cases: 7106— I & PR Department, Odisha (@IPR_Odisha) November 23, 2020