32.1 C
Bhubaneswar
Thursday, February 13, 2025
Homeଓଡିଶାକିରିମିରା  ଅନାସ୍ଥା ଭୋଟିଂ  ବାତିଲ

କିରିମିରା  ଅନାସ୍ଥା ଭୋଟିଂ  ବାତିଲ

ଝାରସୁଗୁଡା  : କିରିମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ପ୍ରସ୍ତାବ  ବାତିଲ ହୋଇଛି । ଝାରସୁଗୁଡା  କିରିମିରା ବ୍ଲକ  ଅଧ୍ୟକ୍ଷାଙ୍କ ବିରୋଧରେ  ଅନାସ୍ଥା ଭୋଟ ପ୍ରସଙ୍ଗ । ସରପଞ୍ଚ ଓ ସମିତି ସଭ୍ୟ  ନଆସିବାରୁ  ଭୋଟିଂ ବାତିଲ ହୋଇଛି ।  ସକାଳେ ସାଢେ ୧୦ ଟାରେ  ଥିଲା ଅନାସ୍ଥା ଭୋଟିଂ । ଅନାସ୍ଥା ପାଇଁ   ଉପସ୍ଥିତ ଥିଲେ  ତହସିଲଦାର ଓ ପୁଲିସ । କେହି ନଆସିବାରୁ  ଅପେକ୍ଷା କରି ଫେରିଗଲେ ନିର୍ୱାଚନ ଅଧିକାରୀ ।  ନିର୍ୱାଚନ ଅଧିକାରୀ ଦୀର୍ଘ ସମୟ ଅପେକ୍ଷା ପରେ ବି କେହି ଆସି ନଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking