ଭୁବନେଶ୍ୱର : ଭିକେ ପାଣ୍ଡିଆନ ଓ କାମିୟା ଜାନିଙ୍କ ନାଁରେ ମାମଲା ଦାବିରେ ଭିକ୍ଷୋଭ । ମାଷ୍ଟରକ୍ୟାଣ୍ଟିନ ଛକରେ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିକ୍ଷୋଭ । ଗୋ ମାଂସ ପ୍ରଚାରକ ଦ୍ୱାରା ମହାପ୍ରସାଦର ପ୍ରଚାରପ୍ରସାର ଦୁଃଖ ଦେଇଛି । ଲକ୍ଷଲକ୍ଷ ଜଗନ୍ନାଥ ପେମୀଙ୍କ ଭାବାବେଗକୁ ଆଘାତ ଦେଇଛି । ଉଭୟ ପାଣ୍ଡିଆନ ଓ କାମିୟା ଜାନିଙ୍କ ବିରୋଧରେ ମାମଲା ରୁଜୁ ହେଉ ।