Homeଓଡିଶାସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ବିକ୍ରମ ପଣ୍ଡାଙ୍କ ଜବାବ ଓଡିଶା ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ବିକ୍ରମ ପଣ୍ଡାଙ୍କ ଜବାବ By Ona Khabara 10/01/2025 Share FacebookTwitterPinterestWhatsAppLinkedinReddItTelegram ଭୁବନେଶ୍ୱର : ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ମନ୍ତବ୍ୟକୁ ବିଜେଡି ନିନ୍ଦା କରିଛି । ବିକ୍ରମ ପଣ୍ଡା କହିଛି ପ୍ରଦୀର ପାଣିଗ୍ରାହୀଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ ଅଟେ । ନବୀନବୀବୁଙ୍କୁ ତାତ୍ସଲ୍ୟ କରିବା ଶୋଭାପାଉନି । ନବୀନବାବୁ ନେତା ଭାବେ ପରିଚୟ ଦେଇଛନ୍ତି । ବିଜେଡି ନେତା ବିକ୍ରମ ପଣ୍ଡା ପ୍ତିକ୍ରିୟା ରଖିଛନ୍ତି । Share FacebookTwitterPinterestWhatsAppLinkedinReddItTelegram Previous articleରୋଟାରୀ କ୍ଲବ୍ ପକ୍ଷରୁ ନେସନ ବିଲଡର ଆୱାର୍ଡ ଅନୁଷ୍ଠିତ Next articleପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଙ୍ଘର ବାର୍ଷିକ ମହା ସମାରୋହ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ଶିଳ୍ପସଂସ୍ଥାଙ୍କ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଆରମ୍ଭ ହେବ ମହା ପଦଯାତ୍ରା ଓଡିଶା ଏସସିବି ମେଡିକାଲରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଟିମ୍ ଓଡିଶା ଓଲଟିଲା ଯାତ୍ରୀବାହୀ ବସ୍ : ୨୦ରୁ ଅଧିକ ଯାତ୍ରୀ ଆହତ ଓଡିଶା ମଣିପୁରରେ ହିଂସା: ୨ ଶିଶୁଙ୍କ ସମେତ ମୋଟ୍ ୫ ଜଣଙ୍କ ମୃତ୍ୟୁ