ଭୁବନେଶ୍ୱର : ପୁଣି ବିଧାନସଭାରେ ବିରୋଧୀ ଦଳ ହୋହଲ୍ଲା ହଙ୍ଗାମା କରିଛନ୍ତି । ଓଡିଆ ଅସ୍ମିତା କୁଆଡେ ଗଲା ବୋଲି କହି ବିଜେଡି ନାରାବାଜି କରିଛି । ସର୍ୱଦଳୀୟ ଡାକିଛନ୍ତି ବାଚସ୍ପତି ସୁରମା ପାଢୀ । ଗୃହ ସୁପରିଚାଳନା ପାଇଁ ବୈଠକ ଡାକିଲେ । ଏନେଇ ୩୦ ମିନିଟ ଗୃହ ମୁଲତବି କଲେ ବାଚସ୍ପତି ।