27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଖସିପଡ଼ିଲା ସ୍ପେସ୍‌ଏକ୍ସ ରକେଟ୍‌

ଖସିପଡ଼ିଲା ସ୍ପେସ୍‌ଏକ୍ସ ରକେଟ୍‌

ୱାଶିଂଟନ:  ବିଗତ କିଛି ବର୍ଷ ଧରି ଏଲନ୍ ମସ୍କ୍‌ଙ୍କ ମାଲିକାନାରେ ପରିଚାଳିତ ସ୍ପେସ୍‌ଏକ୍ସ ସଂସ୍ଥା ମହାକାଶ ବିଜ୍ଞାନରେ ଅଗ୍ରଗତି କରିବାକୁ ଲାଗିପଡିଛି । ତେବେ ଶନିବାର ମହାକାଶକୁ ପଠାଯାଇଥିବା ଶକ୍ତିଶାଳୀ ରକେଟ୍ ‘ଷ୍ଟାରସିପ୍‌’ ଆକାଶକୁ ଉଠିବାର କିଛି ସମୟରେ ମଧ୍ୟରେ ଅକାମୀ ହୋଇ ଖସିପଡିଛି ।

ସ୍ପେସ୍‌ସିପ୍‌ରୁ ପୃଥକ ହେବାର କିଛି କ୍ଷଣ ମଧ୍ୟରେ ବୁଷ୍ଟର ରକେଟ୍‌ଟି ଖସିପଡିଥିବା କୁହାଯାଇଛି । ଏହି ମହାକାଶଯାନଟି ୯୦ ମିନିଟ ପ୍ରଦକ୍ଷିଣ କରିବାର ଯୋଜନା ରହିଥିବାବେଳେ ମାତ୍ର ୧୦ ମିନିଟ ପରେ ଦୁର୍ଘଟଣା ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking