34.1 C
Bhubaneswar
Wednesday, May 22, 2024
Homeଓଡିଶାଖୁବଶୀଘ୍ର ବିଜେଡିରେ ଟ୍ରାନ୍ସଫର୍ମେସନ: ପ୍ରଶାନ୍ତ ଜଗ୍‌ଦେବ

ଖୁବଶୀଘ୍ର ବିଜେଡିରେ ଟ୍ରାନ୍ସଫର୍ମେସନ: ପ୍ରଶାନ୍ତ ଜଗ୍‌ଦେବ

ଭୁବନେଶ୍ୱର : ପୁଣି ବିଜେଡିକୁ ଟାର୍ଗେଟ କଲେ ବିଜେପି ନେତା ପ୍ରଶାନ୍ତ ଜଗ୍‌ଦେବ । ବିଜେଡି ଖୁବଶୀଘ୍ର ବିଜେପିକୁ ଟ୍ରାନ୍ସଫର୍ମେସନ ହେବ ବୋଲି କହିଲେ ପ୍ରଶାନ୍ତ ଜଗ୍‌ଦେବ । ସେ କହିଛନ୍ତି ମୋଦୀଙ୍କ ନେତୃତ୍ୱରେ ସାରା ଦେଶରେ ହେଉଛି ଟ୍ରାନ୍ସଫର୍ମେସନ । ସେହିଭଳି ଓଡିଶାରେ ବି ଟ୍ରାନ୍ସଫର୍ମେସନ ହେବ ବୋଲି କହିଲେ ପ୍ରଶାନ୍ତ ଜଗ୍‌ଦେବ । ସେ ଆହୁରି ମଧ୍ୟ କହିଛନ୍ତି ଆମ ଲିଙ୍କ୍‌ରେ ବହୁ ବିଜେଡି ନେତା ଅଛନ୍ତି , ଖୁବ୍ ଶୀଘ୍ର ସେମାନେ ବିଜେପିରେ ମିଶିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking