23.1 C
Bhubaneswar
Friday, May 1, 2026
Homeଓଡିଶା ସୀମାରେ ଯବାନ - ମାଓବାଦୀ ଗୁଳି ବିନିମୟ

 ସୀମାରେ ଯବାନ – ମାଓବାଦୀ ଗୁଳି ବିନିମୟ

ନୂଆଦିଲ୍ଲୀ: ଓଡିଶା – ଛତିଶଗଡ ସୀମାରେ ଗୁଳି ବିନିମୟ ହୋଇଛି । ମାଓବାଦୀଙ୍କ ବିରୋଧରେ ବଡ ଧରଣର ସର୍ଚ୍ଚ ଅପରେସନ ଚାଲିଛି । ଏସଓଜି , ସିଆରପିଏଫ ପକ୍ଷରୁ ମିଳିତ ଅପରେସନ ଜାରି ରହିଛି । ନୂଆପଡା ଗରିଆବନ୍ଧ ସୀମାରେ ଗୁଳି ବିନିମୟ ଜାରି ରହିଛି । ମୈନପୁର ଥାନା କୁଲାରିଘାଟ  ଜଙ୍ଗଲରେ  ଗୁଳି ବିନିମୟ  ହୋଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking