39.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଓଡିଶାର ସୋଏବ ହେଲେ ନିଟ୍ ଟପ୍ପର

ଓଡିଶାର ସୋଏବ ହେଲେ ନିଟ୍ ଟପ୍ପର

ଭୁବନେଶ୍ୱର: ପ୍ରକାଶ ପାଇଛି ନିଟ୍ ପ୍ରବେଶିକା ପରୀକ୍ଷା ଫଳ । ଓଡିଶାର ସୋଏବ ଅଫତାବ ନିଟ୍ ଟପ୍ପର ହୋଇଛନ୍ତି । ଶତ ପ୍ରତିଶତ ନମ୍ବର ରଖି ସୋଏବ ଟପ୍ପର ହୋଇଛନ୍ତି । ମୋଟ ୭୨୦ରୁ ୭୨୦ ନମ୍ବର ରଖିଛନ୍ତି ସୋଏବ । ୧୮ ବର୍ଷୀୟ ସୋଏବଙ୍କ ଘର ହେଉଛି ରାଉରକେଲା ଆଜାଦବସ୍ତି । ଓଡିଶାର ପ୍ରଥମ ଛାତ୍ର ଭାବେ ସୋଏବ ନିଟ୍ ଟପ୍ପର ହୋଇଥିବା ସୂଚନା ରହିଛି । ଏମିତିକି ନିଟରେ ୧୦୦ ପ୍ରତିଶତ ରଖିବାରେ ମଧ୍ୟ ସୋଏବ ପ୍ରଥମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking