21.1 C
Bhubaneswar
Thursday, January 23, 2025
Homeଓଡିଶାଦୀର୍ଘ ୯ ବର୍ଷ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ଶ୍ରୀକାନ୍ତ ସାହୁ': ସଂଯୁକ୍ତା...

ଦୀର୍ଘ ୯ ବର୍ଷ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ଶ୍ରୀକାନ୍ତ ସାହୁ’: ସଂଯୁକ୍ତା ମହଲା

ଭୁବନେଶ୍ୱର ମହିଳା ଥାନାରେ ବିଜେଡି ନେତ୍ରୀ ସଂଯୁକ୍ତା ମହଲା । ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆଣିଲେ ସଂଯୁକ୍ତା ମହଲା । ଦୀର୍ଘ ୯ ବର୍ଷ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଲେ ସଂଯୁକ୍ତା । ଶ୍ରୀକାନ୍ତ ସାହୁ କିଛି ଅସାମାଜିକ ଯୁବକଙ୍କୁ ତାଙ୍କ ପଛରେ ଲଗାଇଥିବା ଅଭିଯୋଗ । ସଂଯୁକ୍ତାଙ୍କ ବିରୋଧରେ ପରିବାର ଆଣିଥିବା ଅଭିଯୋଗ ସଂପର୍କରେ ପ୍ରତିକ୍ରିୟା। କହିଲେ, ‘୭ ବର୍ଷ ହେଲା ପରିବାର ସହ କୌଣସି ସଂପର୍କ ନାହିଁ ,ପରିବାରକୁ ମୋହରା କରି ଶ୍ରୀକାନ୍ତ ସାହୁ ମିଡିଆ ଆଗରେ ଏଭଳି କୁହାଇଛନ୍ତି, ନ୍ୟାୟ ନ ମିଳିଲେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବି।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking