31.1 C
Bhubaneswar
Tuesday, July 2, 2024
Homeଦେଶ ବିଦେଶଆମେରିକାର ବିଭିନ୍ନ ସହରରେ ଗୁଳିକାଣ୍ଡ, ୮ ମୃତ

ଆମେରିକାର ବିଭିନ୍ନ ସହରରେ ଗୁଳିକାଣ୍ଡ, ୮ ମୃତ

ୱାଶିଂଟନ : ହାଲୋୱିନ୍ ଉତ୍ସବ ପାଳିତ ହେଉଥିବାବେଳେ ରବିବାର ଆମେରିକାର ବିଭିନ୍ନ ସହରରେ ଗୁଳିକାଣ୍ଡ ଘଟି ମୋଟ ୮ ଜଣ ପ୍ରାଣ ହରାଇଛନ୍ତି । ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବାବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟେକ୍ସାସ୍ ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୩ ଜଣ ପ୍ରାଣ ହରାଇଥିବାବେଳେ ଫ୍ଲୋରିଡାରେ ୨ ଜଣ, କାନ୍‌ସାସ୍‌, ଲୁଇସିଆନା ଓ ଇଣ୍ଡିଆନାପଲିସ୍‌ରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତିି । ଆମେରିକାରେ ବନ୍ଧୁକ ଲାଇସେନ୍ସ ପାଇବା ସହଜ ହୋଇଥିବାବେଳେ ବିଭିନ୍ନ ସମୟରେ ଜାତିଆଣ ବିଦ୍ୱେଶ ଯୋଗୁଁ ଏଭଳି ଗୁଳିକାଣ୍ଡ ଘଟୁଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking