25.1 C
Bhubaneswar
Thursday, April 30, 2026
Homeଦେଶ ବିଦେଶବରିଷ୍ଠ ଅଧିକାରୀଙ୍କୁ ସଚିବାଳୟ ଯିବାକୁ  ନିର୍ଦ୍ଦେଶ  

ବରିଷ୍ଠ ଅଧିକାରୀଙ୍କୁ ସଚିବାଳୟ ଯିବାକୁ  ନିର୍ଦ୍ଦେଶ  

ନୂଆଦିଲ୍ଲୀ : ଦିଲ୍ଲୀରେ ବଡ ଧରଣର ହଲଚଲ ହୋଇଛି ।  ବିଜେପିର ବିଜୟ ପରେ ବଡ ହଲଚଲ ଦେଖାଦେଇଛି ।  ବରିଷ୍ଠ ଅଧିକାରୀଙ୍କୂୁ ସଚିବାଳୟ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।ବିଭାଗର ଅନୁମତି ବିନା କୌଣସି କମ୍ପ୍ୟୁଟର, ହାର୍ଡ ଡ୍ରାଇଭ୍ ଏବଂ ଫାଇଲ୍ ଇତ୍ୟାଦି ସଚିବାଳୟ ବାହାରକୁ ଯିବ ନାହିଁ ବୋଲି କୁହାଯାଇଛି। ସମସ୍ତ ସମ୍ପୃକ୍ତ ଅଧିକାରୀମାନେ ଫାଇଲ୍, ଡକ୍ୟୁମେଣ୍ଟ୍, ଇଲେକ୍ଟ୍ରୋନିକ୍ ଫାଇଲ୍ ଇତ୍ୟାଦିର ସୁରକ୍ଷା ସୁନିଶ୍ଚିତ କରିବା ଉଚିତ। ନୋଟିସ ପରେ, ଦିଲ୍ଲୀ ସଚିବାଳୟକୁ ସିଲ୍ କରିଦିଆଯାଇଛି।

 

ବିଜେପି କାର୍ଯ୍ୟାଳୟରେ ଉତ୍ସବର ମାହୋଲ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking