30.1 C
Bhubaneswar
Sunday, March 23, 2025
Homeଓଡିଶାଶିକ୍ଷକ ନିଯୁକ୍ତି  : ସରକାରଙ୍କୁ ‘ସୁପ୍ରିମ’ ନୋଟିସ

ଶିକ୍ଷକ ନିଯୁକ୍ତି  : ସରକାରଙ୍କୁ ‘ସୁପ୍ରିମ’ ନୋଟିସ

ଭୁବନେଶ୍ୱର : ଓଡିଶା ଜୁନିୟର ଶିକ୍ଷକ ନିଯୁକ୍ତି ମାମଲାରେ  ତିନି ସପ୍ତାହ ଭିତରେ  ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଏନେଇ ରାଜ୍ୟ ସରକାରଙ୍କୁ  ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ । ସରକାରଙ୍କ ନିଯୁକ୍ତି ଚୟନ ପ୍ରକ୍ରିୟା ଠିକ ଦର୍ଶାଇଥିଲେ କୋର୍ଟ ।  ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ  ଆବେଦନ ହୋଇଥିଲା । ମାର୍ଚ୍ଚ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking