ନୂଆଦିଲ୍ଲୀ : ଦିଲ୍ଲୀ ବିଜୟ ପରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି । ଏ ବିଜୟ ବିକାଶ ଓ ସୁଶାସନର ବିଜୟ ହୋଇଛି । ଦିଲ୍ଲୀର ଉନ୍ନତି ପାଇଁ କୌଣସି ସୁଯୋଗ ହାତ ଛଡା କରିବୁନି । ଆହୁରି ଦୃଢତାର ସହ ଦିଲ୍ଲୀର ବିକାଶ କରିବୁ । ଦିଲ୍ଲୀର ସମସ୍ତ ଭାଇ , ଭଉଣୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୋଦୀ । ବିକଶିତ ଭାରତରେ ଦିଲ୍ଲୀର ଗୁରୁତ୍ୱପୂଣ୍ଣ ଭୂମିକା ରହିବ । ଐତିହାସିକ ବିଜୟ ପାଇଁ ବନ୍ଦନ , ଅଭିନନ୍ଦନ ଜଣାଇଛନ୍ତି ମୋଦୀ ।