27.1 C
Bhubaneswar
Tuesday, May 14, 2024
Homeଓଡିଶାଭୁବନେଶ୍ୱରବିଧାନସଭା ପୂର୍ବରୁ ସୁରକ୍ଷା ଯାଞ୍ଚ

ବିଧାନସଭା ପୂର୍ବରୁ ସୁରକ୍ଷା ଯାଞ୍ଚ

ଭୁବନେଶ୍ୱର : ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ଯାଞ୍ଚ କଲା କମିଶନରେଟ ପୁଲିସ । ସିପି, ଗୁଇନ୍ଦା ନିର୍ଦ୍ଦେଶକ, ଗୁଇନ୍ଦା ଡିାଇଜି ଓ ଡିସିପିଙ୍କ ଦ୍ୱାରା ଯାଞ୍ଚ । ବିଧାନସଭା ଅଧିବେଶନ ପାଇଁ ରହିବ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ଅଧିବେଶନ ବେଳେ ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ । ୫ଟି ସ୍ଥାନରେ କଣ୍ଟ୍ରୋଲ ରୁମ, ୬ ଜଣ ଏଏସପି, ୧୧ ଏସିିପି ରହିବେ ତେବେ ଆସନ୍ତା ଦୁଲାଇ ୨ ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା ପୂର୍ଣ୍ଣାଙ୍ଗ ବଜେଟ ଅଧିବେଶନ । ଏଥର ଦୈନିକ ୬ ଘଣ୍ଟା ଚାଲିବ ବିଧାନସଭା ଗୃହକାର୍ଯ୍ୟ । ଗତକାଲି ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking