25.1 C
Bhubaneswar
Thursday, January 16, 2025
Homeଓଡିଶାଆବଶ୍ୟକ ପଡ଼ିଲେ ସ୍କୁଲ ବନ୍ଦ ହୋଇପାରେ

ଆବଶ୍ୟକ ପଡ଼ିଲେ ସ୍କୁଲ ବନ୍ଦ ହୋଇପାରେ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ  କମିଥିଲେ ହେଁ ସ୍ଥିତି ସ୍ଥିର ରହିଛି । କିଛି ଜିଲାରେ ସଂକ୍ରମଣ ଯେଉଁଭଳି ବଢୁଛି ଓ କମୁଛି ତାହା ସାରା ବିଶ୍ୱରେ ହେଉଛି। ତଥାପି ସଚେତନ ରହିବାକୁ ପଡ଼ିବ । ସେହିପରି ପିଲାମାନେ କରୋନାରେ ସଂକ୍ରମଣ ହେବା ପାଇଁ ପରିବାର ଲୋକଙ୍କୁ ପରୋକ୍ଷରେ ଦାୟୀ କଲା ସ୍ୱାସ୍ଥ୍ୟ ବିଭାଗ । ପ୍ରାଥମିକ ଦାୟିତ୍ୱ ଅଭିଭାବକଙ୍କର । ସେମାନେ ଜଣାଇବା ଦରକାର ଯେ, ତାଙ୍କ ପିଲାକୁ ଥଣ୍ଡା, କାଶ କି ଜ୍ୱର ହୋଇଛି। ନ ଜଣାଇଲେ ପରିସ୍ଥିତି ଭୟାନକ ହେବ। ଆବଶ୍ୟକ ପଡ଼ିଲେ ସ୍କୁଲ ବନ୍ଦ ହୋଇପାରେ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

ପିଲାମାନେ ନେଇଥିବା ଟିକା କୋଭିଡ୍ ଟିକା ନୁହେଁ। ତେଣୁ ବାପା-ମା’ ସାବଧାନ ରୁହନ୍ତୁ । ତୃତୀୟ ଲହର ପାଇଁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ, ଅକ୍ସିଜେନ କନସନଟ୍ରେଟର ମହଜୁଦ ଅଛି। ଯଦି କୌଣସି ପରିସ୍ଥିତିରେ ତୃତୀୟ ଲହର ଆସେ କୌଣସି ଅସୁବିଧା ହେବନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking