29.4 C
Bhubaneswar
Saturday, May 4, 2024
Homeଓଡିଶାସ୍ୱଚ୍ଛତା ସେବା କାର୍ଯ୍ୟ ଅନୁଷ୍ଠିତ

ସ୍ୱଚ୍ଛତା ସେବା କାର୍ଯ୍ୟ ଅନୁଷ୍ଠିତ

ଫୁଲବାଣୀ : ସଫା ରଖିବା ଆମରି କାମ । ସ୍ୱଚ୍ଛତା ର ବାର୍ତ୍ତା ନେଇ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ପରିସର ମଧ୍ୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜଗନ୍ନାଥ ବଜାର, ପର୍ଯ୍ୟନ୍ତ ତୁମୁଡିବନ୍ଧ ପଞ୍ଚାୟତ ସମିତି ଅଧକ୍ଷା ବାସନ୍ତି ମାଝୀ , ଗୋଷ୍ଠୀ ଉନୟନ ଅଧିକାରୀ ଲଳିତ ସୋରେନ , ସହକାରୀ ଯନ୍ତ୍ରୀ ସୁଧାଂଶୁ ମହାଲିଗ, ଜିପିଇଓ ଭୀମସେନ ସାହୁ, ସମସ୍ତ ଯନ୍ତ୍ରୀ, ଗ୍ରାମ ରୋଜଗାର ସେବକ,ତୁମୁଡିବନ୍ଧ ବ୍ଲକ ର ସମସ୍ତ କର୍ମଚାରି, ତୁମୁଡିବନ୍ଧ ବିଜୁଜନତାଦଳ ପଞ୍ଚାୟତ ସଭାପତି, ଜିସାୟମଣ୍ଡଳ, ବେଲାରସନ ପରାସେଥ, ଯାଇ ରାସ୍ତା କଡରେ ଥିବା ସମସ୍ତ ଆବର୍ଜନା ସଫା କରିଥିଲେ । ଏହା ସହ ବ୍ଲକ କାର୍ଯ୍ୟାଳୟ କୁ ସଦାସର୍ବଦା ସ୍ୱେଚ୍ଛ ରଖିବା ପାଇଁ ତୁମୁଡିବନ୍ଧ ପଞ୍ଚାୟତ ସମିତି ଅଧକ୍ଷା ବାସନ୍ତି ମାଝୀ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking