27.1 C
Bhubaneswar
Wednesday, July 9, 2025
Homeଓଡିଶାସଂଚୟ ରଥ ଉଦଘାଟନ

ସଂଚୟ ରଥ ଉଦଘାଟନ

ଯାଜପୁର: ପ୍ରତିଦିନ ଅଳ୍ପ ବହୁତ କିଛି ସଂଚୟ କଲେ ଭବିଷ୍ୟତ ପାଇଁ ଏହା ବିଶେଷ ଉପଯୋଗୀ ହୋଇପାରିବ ବୋଲି ଯାଜପୁରରେ ସଂଚୟ ରଥର ଉଦଘାଟନ କରି କହିଛନ୍ତି ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି । ସ୍ୱଳ୍ପ ସଂଚୟ ର ଉପକାରିତା ବିଷୟରେ ଲୋକଙ୍କୁ ସଚେତନ କରିବା ଉଦ୍ଧେଶ୍ୟରେ ଏକ ରଥ ଆଜିଠାରୁ ଜିଲା ପରିକ୍ରମା କରିବ । ବିଭିନ୍ନ ବ୍ୟାଙ୍କ କିମ୍ବା ଡାକ ବିଭାଗରେ ସ୍ୱଳ୍ପ ସଂଚୟ କରି ସବୁଦିନ ପାଇଁ ଏହାର ଲାଭ ଉଠାଇପାରିବେ । ଏହି କାର୍ଯ୍ୟକ୍ରମରେ ଜ୍ଞାନରଂଜନ ସେଠୀଙ୍କ ସମେତ ବିଭିନ୍ନ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking