26.1 C
Bhubaneswar
Friday, June 6, 2025
Homeକରୋନାବିମାନ ବନ୍ଦରରେ ଆରମ୍ଭ ହେଲା ସାମ୍ପଲ ଟେଷ୍ଟ; କରୋନା ଆକ୍ରାନ୍ତ ଚିହ୍ନଟ ପରେ କାର୍ଯ୍ୟାନୁଷ୍ଠାନ

ବିମାନ ବନ୍ଦରରେ ଆରମ୍ଭ ହେଲା ସାମ୍ପଲ ଟେଷ୍ଟ; କରୋନା ଆକ୍ରାନ୍ତ ଚିହ୍ନଟ ପରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଓଡିଶାରେ କରୋନାର ନୂଆ ଭାରିଆଣ୍ଟ ଏବେ ଓଡିଶାରେ ପାଦ ଥାପି ସାରିଛି । ଗୁଜୁରାଟରୁ ୨ ଜଣ ଏଥିରେ ଚିହ୍ନଟ ହୋଇଥିବା ବେଳେ ଓଡିଶାର ଜଣେ ବ୍ୟକ୍ତି ବିଏଫ.୭ ଭାରିଆଣ୍ଟପଜିଟିଭ ଚିହ୍ନଟ ହୋଇଛନ୍ତି । ବିଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ହେଉଥିବାର ଭାରତରେ ଏହାକୁ ନେଇ ତତ୍ପରତା ଦେଖାଯାଇଛି । ବିମାନ ବନ୍ଦରରେ ବାହାରୁ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀମାନଙ୍କର ସାମ୍ପଲ ଟେଷ୍ଟ ଆରମ୍ଭ କରାଯାଇଛି । ଆଜିଠାରୁ ବିମାନ ବନ୍ଦର ଗୁଡିକରେ ଟେଷ୍ଟିଂ ଜୋରଦାର କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking