ଭୁବନେଶ୍ୱର : ରାଜଧାନୀର ବହୁ ଚର୍ଚ୍ଚିତ ସହଦେବ ନାୟକ ବତ୍ୟା ମାମଲା ସାମ୍ନାକୁ ଆସିଛି । ଘଟଣାସ୍ଥଲରୁ ସଂଗୃହିତ ରକ୍ତର ଡିଏନ୍ଏ ଟେଷ୍ଟ ହେବ । ଅଭିଯୁକ୍ତଙ୍କ ପୋଷାକରେ ଲାଗିଥିବା ରକ୍ତର ଡିଏନ୍ଏ ଟେଷ୍ଟ ହେବ । ରକ୍ତ ନମୁନାକୁ ରାଜ୍ୟ ଫରେନସିକ୍ ଲ୍ୟାବକୁ ପଠାଯାଇଛି । ଏନେଇ କମିଶନରେଟ ପୁଲିସ୍ ପକ୍ଷରୁ ସୂଚନା ମିଳିଛି ।