27.1 C
Bhubaneswar
Sunday, September 8, 2024
Homeଓଡିଶାଓଲଟିଲା ଅଟୋ ; ଅନେକ ଯାତ୍ରୀ ଆହତ

ଓଲଟିଲା ଅଟୋ ; ଅନେକ ଯାତ୍ରୀ ଆହତ

କୋରାପୁଟ : କୋରାପୁଟ ଜିଲ୍ଲାର ନାରାୟଣାପାଟଣା ପାଲୁରୁ ନିକଟରେ ଭାରସାମ୍ୟ ହରାଇ ଗାତକୁ ଓଲଟିଲା ଅଟୋ। ଏହି ଦୁର୍ଘଟଣାରେ ଏକାଧିକ ଲୋକେ ଆହତ ହୋଇଛନ୍ତି। ତେବେ ତୁରନ୍ତ ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ବାଲିପେଟା ଝଡ଼ିଆ ସାହିର ଏକ ପରିବାର ରାୟଗଡାକୁ ଗାଁ ମେଲଣ ଦେଖିବାକୁ ଯାଇ ଫେରୁଥିଲେ। ଫେରିବା ବେଳେ ଅଧା ବାଟରେ ପାଲୁରୁ ନିକଟରେ ଓଟୋଟିର ଚକା ଫାଟିଯିବାରୁ ଓଟୋ ଗତ ଭିତରକୁ ପଶି ଯାଇଥିଲା। ଯାହାଫଳରେ ଅନେକ ଯାତ୍ରୀ ଆହତ ହୋଇଥିଲେ। ତେବେ ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking