29.1 C
Bhubaneswar
Saturday, July 27, 2024
Homeଓଡିଶାରାଜେଶ ପାଟିଲ୍ ବିଏମ୍‌ସି ନୂଆ କମିଶନର

ରାଜେଶ ପାଟିଲ୍ ବିଏମ୍‌ସି ନୂଆ କମିଶନର

ଭୁବନେଶ୍ୱର : ବଦଳିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର । ରାଜେଶ ପ୍ରଭାକର ପାଟିଲ ହେଲେ ବିଏମ୍‌ସି କମିଶନର । ନୂଆ ବିଏମ୍‌ସି କମିଶନର ନିଯୁକ୍ତି ନେଇ ଜିଏ ପକ୍ଷରୁ ବିଜ୍ଞପ୍ତି । ବର୍ତ୍ତମାନ କମିଶନର ବିଜୟ ଅମୃତା କୁଲାଙ୍ଗେ ଛୁଟିରେ ଯିବେ । ତାଙ୍କ ଆବେଦନ ଅନୁସାରେ ମାସେ ଛୁଟିରେ ଯାଉଥିବା କହିଲା ଜିଏ । ଛୁଟିରୁ ଫେରିଲା ପରେ କୁଲାଙ୍ଗେଙ୍କୁ ନୂଆ ନିଯୁକ୍ତି ମିଳିବ ବୋଲି ଜିଏ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking