23.1 C
Bhubaneswar
Monday, December 22, 2025
Homeଓଡିଶାଖୁବଶୀଘ୍ର ହେବ ରତ୍ନଭଣ୍ଡାର ମରାମତି,ଏଏସଆଇ ମରାମତି ଆରମ୍ଭ କରିବ

ଖୁବଶୀଘ୍ର ହେବ ରତ୍ନଭଣ୍ଡାର ମରାମତି,ଏଏସଆଇ ମରାମତି ଆରମ୍ଭ କରିବ

ପୁରୀ :ଖୁବଶୀଘ୍ର ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି। ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପରେ ଏଏସଆଇ ମରାମତି ଆରମ୍ଭ କରିବ ଏବଂ ତାପରେ ଗଣତି ମଣତି କରାଯିବ ବୋଲି କହିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏନେଇ ଗତକାଲି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶ୍ରୀଜୀଉଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି।ତେବେ ସିଂହଦ୍ବାରରେ ପହଞ୍ଚିବା ପରେ, ସେମାନଙ୍କୁ ସ୍ବାଗତ କରିଥିଲେ ଶ୍ରୀମନ୍ଦିର ସେବାୟତ। ଏହାପରେ ଉଭୟେ ମନ୍ଦିରରେ ପ୍ରବେଶ କରି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଓଡ଼ିଶାର ସୁଖ ସମୃଦ୍ଧି କାମନା କରିଥିଲେ । ଦର୍ଶନ ପରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ ଏବଂ ତାପରେ ଗଣତି ମଣତି କରାଯିବ ବୋଲି କହିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଗତକାଲି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶ୍ରୀଜୀଉଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ । ସିଂହଦ୍ବାରରେ ପହଞ୍ଚିବା ପରେ, ସେମାନଙ୍କୁ ସ୍ବାଗତ କରିଥିଲେ ଶ୍ରୀମନ୍ଦିର ସେବାୟତ। ଏହାପରେ ଉଭୟେ ମନ୍ଦିରରେ ପ୍ରବେଶ କରି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଓଡ଼ିଶାର ସୁଖ ସମୃଦ୍ଧି କାମନା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking