28.1 C
Bhubaneswar
Sunday, September 8, 2024
Homeଓଡିଶାଖୁବ୍ ଶୀଘ୍ର ବାକି ଟିକେଟ ଘୋଷଣା : ବିଜୟ

ଖୁବ୍ ଶୀଘ୍ର ବାକି ଟିକେଟ ଘୋଷଣା : ବିଜୟ

ଭୁବନେଶ୍ୱର : କଂଗ୍ରେସର ବାକି ଥିବା ଟିକେଟ ଶ୍ରୀଘ୍ର ଘୋଷଣା ହେବ କହିଲେ ବିଜୟ । ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା । ୪୯ ସିଟରେ ଟିକେଟ ଘୋଷଣା ହୋଇଛି, ବାକି ଶୀଘ୍ର ଘୋଷଣା ହେବ । ଆମେ କାହାରିକୁ ଅପେକ୍ଷା କରିନୁ ବୋଲି କହିଲେ ବିଜୟ । ଅନ୍ୟ ଦଳ ନେତାଙ୍କୁ ନେଇ ଟିକେଟ ଦେଉଛନ୍ତି ବୋଲି କହିଲେ ବିଜୟ । କଂଗ୍ରେସ କେବେ ଦୁର୍ବଳ ନଥିଲା କି ଏବେ ମଧ୍ୟ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking