28.1 C
Bhubaneswar
Thursday, May 2, 2024
Homeବ୍ରେକୀଙ୍ଗରାୟଗଡାରେ ୪ରୁ ଖୋଲିବ ଧର୍ମାନୁଷ୍ଠାନ

ରାୟଗଡାରେ ୪ରୁ ଖୋଲିବ ଧର୍ମାନୁଷ୍ଠାନ

ଭୁବନେଶ୍ୱର: ଆସନ୍ତା ୪ରୁ ଖୋଲିବ ରାୟଗଡା ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ । ଧର୍ମାନୁଷ୍ଠାନରେ ଏକାଥରକେ ୧୦ ଜଣ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିବ । ମକର ସଂକ୍ରାନ୍ତି ପାଇଁ ୧୨ରୁ ୧୭ ଯାଏଁ ବନ୍ଦ ରହିବ ମଝିଘରିଆଣୀ ମନ୍ଦିର । ଧର୍ମାନୁଷ୍ଠାନ ଖୋଲିବା ନେଇ ରାୟଗଡା ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ୬୫ ବର୍ଷରୁ ଉର୍ଦ୍ଧ ବୟସର ବରିଷ୍ଠ ନାଗରିକ , ବହୁ ରୋଗରେ ପୀଡ଼ିତ ବ୍ୟକ୍ତି , ଗର୍ଭବତୀ ମହିଳା ଓ ଦଶ ବର୍ଷରୁ କମ୍ ବୟସର ଶିଶୁ ମାନେ ଧର୍ମାନୁଷ୍ଠାନକୁ ଯିବା ପାଇଁ ବାରଣ କରାଯାଇଛି । ଆରକ୍ଷୀ ଅଧୀକ୍ଷକ , ସ୍ଥାନୀୟ ପ୍ରଶାସନ ଓ ପୋଲିସ୍ ଭକ୍ତ ବ୍ୟବସ୍ଥାକୁ ସୂଚାରୁ ରୂପେ କାର୍ଯ୍ୟକାରୀ କରିବାପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ କଡା ନିର୍ଦେଶ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking