31.1 C
Bhubaneswar
Sunday, July 13, 2025
Homeଓଡିଶାଚିଠା ନଥିଲେ ଆଣ୍ଟିବାୟୋଟିକ୍‌ ବିକ୍ରି ମନା

ଚିଠା ନଥିଲେ ଆଣ୍ଟିବାୟୋଟିକ୍‌ ବିକ୍ରି ମନା

ଭୁବନେଶ୍ୱର : ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ ବିକ୍ରି କରିବା ମନା । ଆଣ୍ଟିବାୟୋଟିକ ନେଇ ଡ୍ରଗ୍ସ କଣ୍ଟ୍ରୋଲରଙ୍କ କଡା ଚେତାବନୀ । ବିନା ପ୍ରେସକ୍ରିପସନରେ ବିକ୍ରି ବୋଇପାରିବନି ନାହିଁ ଆଣ୍ଟିବାୟୋଟିକ । ବିକ୍ରି କରିବାର ଧରାପଡିଲ, କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଲେ କଣ୍ଟ୍ରୋଲର । ପ୍ରଥମେ ସୋ ଜଜ୍ ନୋଟିସ, ଦରକାର ପଡିଲେ ଲାଇସେନ୍ସ ରଦ୍ଦ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking