29.1 C
Bhubaneswar
Monday, June 16, 2025
Homeଓଡିଶାଧବଳେଶ୍ୱରଙ୍କ ପାଖକୁ ପ୍ଲାଷ୍ଟିକ କଳଷ ମନା

ଧବଳେଶ୍ୱରଙ୍କ ପାଖକୁ ପ୍ଲାଷ୍ଟିକ କଳଷ ମନା

ଭୁବନେଶ୍ୱର : ଆଠଗଡ଼ସ୍ଥିତ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ଏଣିକି ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର କରାଯାଇ ପାରିବନି । ପ୍ଲାଷ୍ଟିକ କଳସ ଓ ପ୍ଲାଷ୍ଟିକରେ ନିର୍ମିତ ଅନ୍ୟସବୁ ସାମଗ୍ରୀ ବ୍ୟବହାରକୁ ନା କୁହାଯାଇଛି । ଦେବୋତ୍ତର ବିଭାଗ ଓ ପୂଜକ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ ନୂଆ ପୋଲ ପୂର୍ବରୁ କାଉଡ଼ିଆମାନେ ଶ୍ରାବଣ ସୋମବାର ବାହୁଙ୍ଗି ରଖିବେ । କେବଳ ମାଟି ଓ ପିତ୍ତଳ କଳସ ନେଇ ଜଳଲାଗି କରିବା ପାଇଁ ଅନୁମତି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking