27.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶପି.କେ ମିଶ୍ରଙ୍କୁ ପୁନଃ ନିଯୁକ୍ତି

ପି.କେ ମିଶ୍ରଙ୍କୁ ପୁନଃ ନିଯୁକ୍ତି

ନୂଆଦିଲ୍ଲୀ : ପଦ ବଜାୟ ରଖିଲେ ବରିଷ୍ଠ ପ୍ରଶାସକ ପ୍ରମୋଦ କୁମାର ମିଶ୍ର । ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସଚିବ ଭାବରେ ପଦ ବଜାୟ ରଖିଛନ୍ତି ପି.କେ. ମିଶ୍ର । ଗୁଜୁରାଟ କ୍ୟାଡର ପୂର୍ବତନ ଆଇଏଏସ ଓଡିଆ ପୁଅ ହେଉଛନ୍ତି ପି.କେ. ମିଶ୍ର । ଓଡିଆ ପୁଅ ତଥା ଅବସରପ୍ରାପ୍ତ ଆଇଏଏସ୍ ଅଫିସର ପିକେ ମିଶ୍ରଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ମିଳିଛି ।

ରାଜ୍ୟ ଅତିଥି ଭବନ ଏବେ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯାଳୟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking