ରାୟଗଡା: ରାୟଗଡା ଜିଲ୍ଲା ପୋଲିସ, ଅବକାରୀ ବିଭାଗ, ଓ ବନ ବିଭାଗ ଦ୍ୱାରା ମିଳିତ ଭାବେ ଗତ ଏକ ସପ୍ତାହ ମଧ୍ୟରେ ସମୁଦାୟ ୪୧୬ ଏକରରେ ହୋଇଥିବା ଗଞ୍ଜେଇ ଚାଷ (ମୋଟ ୪,୬୪,୪୯୬ ଗଛ) ଯାହାର ବଜାର ମୂଲ୍ୟ ଟଙ୍କା ୫କୋଟି ୫୦ ଲକ୍ଷ ଜିଲ୍ଲାର ପଦ୍ମପୁର, ଚନ୍ଦ୍ରପୁର ଓ ଗୁଡାରି ବ୍ଲକରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରିବା ସହ ୧୨ଟି ମାମଲା ରୁଜ୍ଜୁ କରି ଜଣକୁ ଗିରଫ କରାଯାଥିବା ସୂଚନା ଦେଲେ ରାୟଗଡା ଆରକ୍ଷୀ ଅଧିକ୍ଷକ ଡ଼ଃ. ସର୍ବଣା ବିବେକ ଏମ।