26.1 C
Bhubaneswar
Saturday, July 5, 2025
Homeଦେଶ ବିଦେଶପ୍ରକାଶ ପାଇଲା ରେଭେନ୍ସା ବିଶ୍ୱବିଦ୍ୟାଳୟର ୟୁଜି ରେଜଲ୍ଟ

ପ୍ରକାଶ ପାଇଲା ରେଭେନ୍ସା ବିଶ୍ୱବିଦ୍ୟାଳୟର ୟୁଜି ରେଜଲ୍ଟ

କଟକ: ପ୍ରକାଶ ପାଇଲା  ରେଭେନ୍ସା  ବିଶ୍ୱ ବିଦ୍ୟାଳୟର ୟୁଜି ରେଜଲ୍ଟ ।  ଚଳିତ ବର୍ଷ ପାସ ହାର ୮୪.୧୦ ପ୍ରତିଶତ ଥିଲା । ଗତବର୍ଷ ଠାରୁ ପାସ ହାର ଅଧିକ ରହିଛି । ଚଳିତ ବର୍ଷ ବାଣିଜ୍ୟରେ ପାସ ହାର ୮୩.୨୦ ପ୍ରତିଶତ ରହିଛି । ସେହିପରି ବିଜ୍ଞାନରେ ୭.୧ ପ୍ରତିଶତ ପାସ ହାର ଅଛି । ଚଳିତ ବର୍ଷ କଳାରେ ୮୫.୯୭ ପାସ ହାର ରହିଛି ।  ଛାତ୍ରମାନଙ୍କୁ ପଛରେ ପକାଇ ଆଗରେ ରହିଲେ ଛାତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking