ପୁରୀ: ରତ୍ନଭଣ୍ଡାର ଚାବିକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ ସେ ଚାବି ଅସଲ ନୁହେଁ । ତଦନ୍ତ କରାଯିବ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ରହସ୍ୟମୟ ଏକଥା ଲୋକେ ଯେତିକି ଭାବୁଛନ୍ତି ପ୍ରଶାସନ ମଧ୍ୟ ସେହି ଧାରଣାକୁ ଅଧିକ ଦୃଢ଼ୀଭୂତ କଲାଭଳି କାମ କରୁଛି କିନ୍ତୁ ସେ ରତ୍ନଭଣ୍ଡାର ଚାବି ଅସଲ ନୁହେଁ ।ଏଥିପାଇଁ ତଦନ୍ତ ଜାରି ରହିଛି ।