29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଆସନ୍ତାକାଲି ଏକା ସାଙ୍ଗରେ ଆକାଶରେ ଦୃଶ୍ୟମାନ ହେବେ ପାଞ୍ଚଟି ଗ୍ରହ

ଆସନ୍ତାକାଲି ଏକା ସାଙ୍ଗରେ ଆକାଶରେ ଦୃଶ୍ୟମାନ ହେବେ ପାଞ୍ଚଟି ଗ୍ରହ

ନୂଆଦିଲ୍ଲୀ: ଏକା ସାଙ୍ଗରେ ଆକାଶରେ ଦୃଶ୍ୟମାନ ହେବେ ପାଞ୍ଚଟି ଗ୍ରହ । ଆସନ୍ତାକାଲି ଆକାଶରେ ଘଟିବ ଏଭଳି ବିରଳ ସଂଯୋଗ । ଆସନ୍ତାକାଲି ସକାଳ ସମୟରେ ଆକାଶର ପୂର୍ବ ପଟେ ପାଞ୍ଚଟି ଗ୍ରହ ବୁଧ, ବୃହସ୍ପତି,ଶନି, ୟୁରାନସ ଓ ନେପଚ୍ୟୁନ ଏକା ସାଙ୍ଗରେ ଦେଖାଯିବେ । ପାଞ୍ଚଟି ଗ୍ରହ ମଧ୍ୟରୁ ସବୁଠାରୁ ଉଜ୍ଜ୍ୱଳ ଗ୍ରହ ଭାବେ ଦୃଶ୍ୟମାନ ହେବ ବୃହସ୍ପତି । ପୂର୍ବ ଆକାଶରେ ନିମ୍ନ ଭାଗରେ ବୃହସ୍ପତି, ତାର ଠିକ୍‌ ତଳକୁ ଶନି ଓ ବୁଧ ଗ୍ରହ ଦେଖାଯିବ । ତେବେ ଅନ୍ୟ ଦୁଇଟି ଗ୍ରହ ୟୁରାନସ ଓ ନେପଚ୍ୟୁନକୁ ଖାଲି ଆଖିରେ ଦେଖିବା ସମ୍ଭବ ହେବ ନାହିଁ । ସୂର୍ଯୋଦୟ ଠିକ୍‌? ପୂର୍ବରୁ ପ୍ରଦୁଷଣ ନଥିବା ଅଞ୍ଚଳରେ ହିଁ ଏହା ଦୃଶ୍ୟମାନ ହୋଇପାରିବ ।

ପୂର୍ଵତନ ସାଂସଦ ଅନାଦି ଦାସଙ୍କ ପରଲୋକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking