28.1 C
Bhubaneswar
Sunday, June 30, 2024
Homeମନୋରଞ୍ଜନଅମିତାଭଙ୍କ ଡାକ ଶୁଣି ଉଠିଲେ ରାଜୁ !

ଅମିତାଭଙ୍କ ଡାକ ଶୁଣି ଉଠିଲେ ରାଜୁ !

ମୁମ୍ବାଇ : ଦୀର୍ଘ ୧୫ ଦିନ ପରେ ଆଖି ଖୋଲିଲେ କମେଡିଆନ ରାଜୁ ଶ୍ରୀବାସ୍ତବ । ୧୫ ଦିନ ପରେ ରାଜୁଙ୍କ ଚେତା ଫେରିଥିବା ନେଇ ମିଳିଲା ସୂଚନା । ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିଥିବା ବ୍ୟକ୍ତିଗତ ସଚିବ ଗର୍ବିତ ନାରଙ୍ଗଙ୍କ ସୂଚନା । ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଅଡିଓ ଶୁଣି ରାଜୁଙ୍କ ଚେତା ଫେରିଥିବା ସୂଚନା । ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆଣିବାକୁ ଅଡିଓ ମେସେଜ୍ ଦେଇଥିଲେ ବଚ୍ଚନ । ଅଡିଓ ଟେପ୍ ରେ ‘ଉଠ ଯାଓ ରାଜୁ’ କହିଥିଲେ ବିଗ୍ ବି ଅମିତାଭ । ଅମିତାଭଙ୍କ ଅଡିଓକୁ ଗଲା ୨ ଦିନ ହେଲା ରାଜୁଙ୍କ ପାଖରେ ପ୍ଲେ କରାଯାଉଥିଲା । ଅଗଷ୍ଟ ୧୦ ତାରିଖ ଦିନ ଅସୁସ୍ଥ ହୋଇ ଏମସରେ ଭର୍ତ୍ତି ହୋଇଛନ୍ତି ରାଜୁ ।

ରାଜୁୁ ଶ୍ରୀବାସ୍ତବଙ୍କ ସେନ୍‌ସ ଫେରିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking