30.1 C
Bhubaneswar
Friday, May 3, 2024
Homeମନୋରଞ୍ଜନଫିଲ୍ମ ‘ଭିଡ’ ରେ ନଜର ଆସିବେ ଅଭିନେତା ରାଜକୁମାର ରାଓ

ଫିଲ୍ମ ‘ଭିଡ’ ରେ ନଜର ଆସିବେ ଅଭିନେତା ରାଜକୁମାର ରାଓ

ମୁମ୍ବାଇ : ବଲିଉଡ ଅଭିନେତା ରାଜକୁମାର ରାଓ ତାଙ୍କ ଅଭିନୟରେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ତାଙ୍କ ଅଭିନୟ ବିଷୟରେ ଯେତେ ବି ପ୍ରଶଂସା କଲେ ତାହା କମ ହେବ । ଏବେ ସେ ଅନୁଭବ ସିହ୍ନାଙ୍କ ଅଗାମୀ ଫିଲ୍ମ ‘ଭିଡ’ ରେ ନଜର ଆସିବେ । ଫିଲ୍ମର ଘୋଷଣା ଟି ସିରିଜ୍ ର ଅଫିସିଆଲ ପେଜ୍ ରେ କରାଯାଇଛି । ଫିଲ୍ମଟିକୁ ଅନୁଭବ ସିହ୍ନା ନିର୍ଦ୍ଦେଶନା ଦେଉଥିବା ବେଳେ ଟି-ସିରିଜ ଏବଂ ଅନୁଭବ ସିହ୍ନା ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ।

ନଭେମ୍ବରରେ ଲକ୍ଷେ୍ନøରେ ଫିଲ୍ମର ସୁଟିଂ ଆରମ୍ଭ ହେବ । ଫିଲ୍ମରେ ରାଜକୁମାର ମୁଖ୍ୟ ଭୂମିକାରେ ନଜରକୁ ଆସିବେ । ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ଅନୁଭବ ଏବଂ ରାଜକୁମାର ଏକାଠି କାମ କରୁଥିବାର ନଜରକୁ ଆସିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking