27.1 C
Bhubaneswar
Saturday, March 15, 2025
Homeଅପରାଧରାଜସ୍ଥାନ: ନାବାଳିକାକୁ ଗଣଦୁଷ୍କର୍ମ, ୪ ଗିରଫ

ରାଜସ୍ଥାନ: ନାବାଳିକାକୁ ଗଣଦୁଷ୍କର୍ମ, ୪ ଗିରଫ

ଜୟପୁର: ରବିବାର ରାଜସ୍ଥାନର ଯୋଧପୁର ସହରରେ ପୁରୁଷ ବନ୍ଧୁଙ୍କ ସମ୍ମୁଖରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଛି । ସ୍ଥାନୀୟ ପୁଲିସ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି । ନାବାଳିକା ପ୍ରେମିକାକୁ ନେଇ ପୁରୁଷ ବନ୍ଧୁ ଜଣକ ଆଜମେର ସହରରୁ ଆସି ରବିବାର ଯୋଧପୁରରେ ପହଞ୍ଚିଥିଲେ ।

ଏକ ଗେଷ୍ଟହାଉସରେ ରହଣି ପାଇଁ ଉଦ୍ୟମ କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ଗେଷ୍ଟହାଉସ ସମ୍ମୁଖରେ ଛିଡା ହୋଇଥିବାବେଳେ ଅଭିଯୁକ୍ତ ୪ ଜଣ ସେଠାରେ ପହଞ୍ଚି ସେମାନଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ । ରେଳଷ୍ଟେସନରେ ପହଞ୍ଚାଇବାର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତମାନେ ପ୍ରେମୀଯୁଗଳଙ୍କୁ ଏକ ହକି ଷ୍ଟାଡିୟମକୁ ନେଇ ଜଣକ ପରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking