34.1 C
Bhubaneswar
Monday, May 18, 2026
Homeଓଡିଶାରାଜ୍ୟରେ ଖସିଲା ପାରଦ: ବଢ଼ିଲା ଶୀତ

ରାଜ୍ୟରେ ଖସିଲା ପାରଦ: ବଢ଼ିଲା ଶୀତ

ଭୁବନେଶ୍ୱର: ପ୍ରବଳ ଶୀତ ଏବଂ ଜାଡ଼ ପାଇଁ ସାରା ରାଜ୍ୟରେ ପରିଚିତ ଥିବା ବେଳେ ଚଳିତ ବର୍ଷ ଶୀତ ଏକ ପ୍ରକାର ଲୁଚକାଳି ଖେଳ ଖେଳୁଛି। ମାଘ ମାସ ଶେଷ ହୋଇ ଫଗୁଣର ୬ ଦିନି ପ୍ରବେଶ କରିଛି। ବସନ୍ତ ଋତୁରେ ଶୀତରେ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହେଉଛି।ଚଳିତ ବର୍ଷର ଶୀତର ଉତ୍‌ଥାନ ପତନ ସହ ପାରଦ ଉପର ତଳ ଭିତରେ ଶୀତଋତୁର ଶେଷ ସମୟରେ ପୁଣି ପାରଦ ତଳମୁଁହା ହୋଇ ଆଜି ୫.୬ଡିଗ୍ରି ରେକର୍ଡ଼ ହୋଇଛି। ଗତକାଲି ସହରର ତାପମାତ୍ରା ୯ ଡିଗ୍ରି ରେକର୍ଡ଼ କରାଯାଇଥିବା ବେଳେ ଗୋଟିଏ ଦିନରେ ତାପମାତ୍ରା ହଠାତ୍‌ ୩. ୪ଡିଗ୍ରି ତଳକୁ ଖସି ୫.୬ ଡିଗ୍ରିରେ ପହଞ୍ଚିଛି। ଜାଡ଼ ସାଙ୍ଗକୁ ପ୍ରବଳ ଶୀତ ଅନୁଭୂତ ହେଉଛି। ସୁଲୁସୁଲିଆ ଶୀତଳ ପବନ ବୋହିବା ଯୋଗୁଁ  ଶୀତର ପ୍ରକୋପ ବଢ଼ିବାରେ ଲାଗିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking