29.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶସ୍ୱାଧିକାର ଭଙ୍ଗ ନୋଟିସର ଉତ୍ତର ଦେଲେ ରାହୁଲ

ସ୍ୱାଧିକାର ଭଙ୍ଗ ନୋଟିସର ଉତ୍ତର ଦେଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ତାଙ୍କ ବିରୋଧରେ ଜାରି କରାଯାଇଥିବା ସ୍ୱାଧିକାର ଭଙ୍ଗ ନୋଟିସର ଉତ୍ତର ଦାଖଲ କରିଥିବା ଜଣାପଡିଛି । ସଂସଦର ବଜେଟ୍ ଅଧିବେଶନ ଚାଲିଥିବାବେଳେ ରାହୁଲ ଫେବୃଆରୀ ୭ରେ ଲୋକସଭାରେ ଅଦାନି-ହିଣ୍ଡେନବର୍ଗ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କ ଅଭିଯୋଗକୁ ଆଧାର କରି ଲୋକସଭା ବାଚସ୍ପତି ଓମ୍ ବିର୍ଲା ରାହୁଲଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଇସ୍ୟୁ କରିଥିଲେ । ଅପରପକ୍ଷରେ ରାହୁଲଙ୍କ ଉତ୍ତରକୁ ସ୍ୱାଧିକାର କମିଟି ତର୍ଜମା କରିବାପରେ ବାଚସ୍ପତିଙ୍କ ନିକଟକୁ ପଠାଇବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking