26.1 C
Bhubaneswar
Thursday, October 15, 2026
Homeଓଡିଶାପୁରୀ ସର୍ବବୃହତ୍ ବାଲୁକା ମୂର୍ତ୍ତି: ଗିନିଜ ବୁକ ଅଫ୍ ୱାର୍ଚ୍ଚ ରେକର୍ଡ

ପୁରୀ ସର୍ବବୃହତ୍ ବାଲୁକା ମୂର୍ତ୍ତି: ଗିନିଜ ବୁକ ଅଫ୍ ୱାର୍ଚ୍ଚ ରେକର୍ଡ

ପୁରୀ: ବଡ଼ଦିନ ବା ଖ୍ରୀଷ୍ଟମାଷ୍ଟରେ ପୁରୀ ବେଳାଭୂମିରେ ବାଲୁକା ସାନ୍ତାକ୍ଲଜ ପ୍ରସ୍ତୁତ କରି ଗିନିଜ ବୁକ ଅଫ୍ ୱାର୍ଚ୍ଚ ରେକର୍ଡବ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ତେବେ ସୂଚନା ମୁତାବକ, ବଡ଼ଦିନ ଉପଲକ୍ଷେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ସର୍ବବୃହତ ବାଲୁକା ସାନ୍ତାକ୍ଲଜ ପ୍ରସ୍ତୁତ କରିଥିଲେ । ଏହା ଗିନିଜ ବୁକ ଅଫ୍ ୱାଲ୍ଡ ରେକର୍ଡ ପାଇବାର ଗୌରବ ଅର୍ଜନ କରିଛି। ୧୬ ହଜାର ବର୍ଗଫଟ ଅଞ୍ଚଳରେ ସମୁଦ୍ର ବାଲି ସମେତ ୫୫୦ କିଗ୍ରା ଚକୋଲେଟରେ ଏହି ‘ଚକୋଲେଟ୍ ସାନ୍ତାକ୍ଲଜ୍’ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ସୁଦର୍ଶନଙ୍କୁ ଛଅ ଘଣ୍ଟା ଲାଗିଥିଲା। ଏହି ବାଲୁକା ମୂର୍ତ୍ତି ନିର୍ମାଣରେ ସୁଦର୍ଶନଙ୍କୁ ସ୍ୟାଣ୍ଡ ଆର୍ଟ ପ୍ରତିଷ୍ଠାନର ଛାତ୍ରଛାତ୍ରୀ ସହଯୋଗ ମଧ୍ୟ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking